Image for Cuttack High Court Chhakaru Helsinki

Cuttack High Court Chhakaru Helsinki

See all formats and editions

ପଥ ଅତକରମଥବା ପାନଥ କେବେ କ'ଣ ପାନଥଶାଳାକ ନଜ ଆବାସସଥଳୀ ମନେକର ପାରେ? ବୋଧହଏ ନା! ଜୀବନ ଯାହା ପାଇ ଅସରନତ ଯାତରା ଆଉ ଅତକରମଣ ତା' ପାଇ ସାମାନୟ ବଶରାମ କଳାନତକର ନଶଚୟ । ମ ସେହ ସକରୟ କରମ-ଚଞଚଳ ବୟକତତୱଟର ରକତସହ ପରଚତ ରଖଥବା ସାଧାରଣ 'ମ' । ହଦୟର ପରାଣତନତରୀରେ ଜଞାନର ଦୀପାଳୀ ଜାଳ ମୋ ଜୀବନର ସରବାଂଶକ ଯେ ସୱତନତର ଔଜଜୱଲୟରେ ପରପରଣଣ କରଛନତ, ସେହ ମୋ ବାପା ସୱରଗତ ଲକଷମୀନାରାୟଣ ଚୌଧରୀ । ତାଙକର ଦୱତୀୟ କନୟା ଭାବରେ ମୋ ଅନତରାତମା ପରଉଠେ । ଭତରେ ଭତରେ ଅଭମାନ କରବସେ ଆଭଜାତୟସଂପନନ ଚୌଧରୀ ବଂଶଜ ହୋଇଥବାର ଏକ ପରକାର ଆତମସନତୋଷ ଲାଭ କରେ ମ । ଦବଙଗତ ଲକଷମୀନାରାୟଣ ଚୌଧରୀଙକ ଅଭଭାବକତୱରେ ଜୀବନର ଏକ ସୱତନତର ପରଚୟ ଖୋଜ ପାଇଥବାର । ଫଲ ଓ ଫଳର ମାଧରଯୟ ଓ ସୌନଦରଯୟର ସମସତ ମହାନ‌ପଣ 'ବକଷ' ସହତ ସନନହତ ଥାଏ । ଅନରପ ଭାବରେ ମୋ ଜୀବନ- ଆତମପରତଷଠା- ପରଚୟର ପରକତ ଶରେୟ ତାଙକ ଯବା ଉଚତ ।


ପରତୟେକ ମଣଷର କରମ ହ ତା' ଭାଗୟ ନରଦଧାରଣ କରେ ବୋଲ ସେ ସରବଦା କହଥଲେ । ଭାଗୟ କମବା ଅନଧ-ସଯୋଗର ବାହାନାରେ ବଞଚଥବା ମଣଷମାନଙକ ସେ ସତରକ କରଦେଉଥଲେ । ନୟମତ କରମ ଆଚରଣରେ ବଶୱାସୀ ମୋ ବାପାଙକ କେବଳ ଶୋଇବା ସମୟର ଚାର ପାଞଚ ଘଣଟା ଛାଡଦେଲେ, ଆଉ ସବବେଳେ କରମଚଞଚଳ ଥବା ଆମେ ଲକଷୟ କରଛ । ମ ସାହତୟର ଛାତରୀ ନହୋଇ ଥାଇପାରେ; କନତ ମୋ ଭତରେ ସାହତୟ ରଚ ଅଛ । ମୋ ପାଇ ମୋ ପତାଙକ 'ଆତମଜୀବନୀ' ଏକ ପେତକ ସଂପତତ ନଶଚୟ । କନତ ସମଗର ଓଡଆ ଜାତ ପାଇ ତାହା ଜାତୀୟ ସଂପତତର କଛ କମ ନହେ ମଧୟ । ତତକାଳୀନ ସମୟକ ଜୀବନତ ଭାବରେ ଦଶୟାୟତ କରଥବା ମୋ ପତାଙକର ଆତମଜୀବନୀଟ ଭବଷୟତର ଓଡଆ ସମାଜ ପାଇ ଏକ ବହ ଉପାଦେୟ ଦଲଲ ରପେ ସୱୀକତ ହେବ ବୋଲ ମ ଆଶା କରଛ ।


ଅପରାଜତା ଚୌଧରୀ


Read More
Special order line: only available to educational & business accounts. Sign In
£8.99 Save 10.00%
RRP £9.99
Product Details
BLACK EAGLE BOOKS
1645602664 / 9781645602668
Paperback / softback
18/04/2022
98 pages
140 x 216 mm, 132 grams
General (US: Trade) Learn More